Home > Notice > ନିଶାମୁକ୍ତ ଭାରତ ଅଭିଯାନ ସପ୍ତାହ ଅବସରରେ ସରକାର ଙ୍କ ନିର୍ଦେଶ ମୁତାବକ ତା ୨୫/୬/୨୦୨୬ ପୂର୍ବାହ୍ନ ୧୧ ଟା ରେ ଉପର ମହଲା ବାରଣ୍ଡା ରେ ନିଶl ମୁକ୍ତ ଭାରତ ପାଇଁ ଶପଥ ପlଠ କରାଯିବ l ସମସ୍ତ ଛାତ୍ର ଛାତ୍ରୀ ଅଧ୍ୟାପକ କର୍ମଚାରୀ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବl ବାଧ୍ୟତାମୂଳକ ଅଟେ l
ନିଶାମୁକ୍ତ ଭାରତ ଅଭିଯାନ ସପ୍ତାହ ଅବସରରେ ସରକାର ଙ୍କ ନିର୍ଦେଶ ମୁତାବକ ତା ୨୫/୬/୨୦୨୬ ପୂର୍ବାହ୍ନ ୧୧ ଟା ରେ ଉପର ମହଲା ବାରଣ୍ଡା ରେ ନିଶl ମୁକ୍ତ ଭାରତ ପାଇଁ ଶପଥ ପlଠ କରାଯିବ l ସମସ୍ତ ଛାତ୍ର ଛାତ୍ରୀ ଅଧ୍ୟାପକ କର୍ମଚାରୀ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବl ବାଧ୍ୟତାମୂଳକ ଅଟେ l
By Nilakantheswar Degree Mahavidyalaya • June 25, 2026 • Notice • Comments : 0
Subscribe to:
Post Comments
(
Atom
)
